ଏବେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସ ବ୍ୟାଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ର ଜମା ରାଶି ସମସ୍ତ ଲାଭାର୍ଥୀ ନିକଟ ଡାକ ଘରେ ପାଇବେ । ପଇସା ଆସୁନାହି କିମ୍ବା ଆଧାର ଓ ବ୍ୟାଙ୍କ ଖାତା ଲିଙ୍କ ନଥିବାରୁ ଅସୁବିଧା ତୁରନ୍ତ ସମ୍ପର୍କ କରନ୍ତୁ ।

ଜିରୋ ଖାତା ସାରା ଜୀବନ ପାଇଁ ଚାଲୁ ରହିବା ସହିତ ସମସ୍ତ ସରକାରୀ ଯୋଜନା ପଇସା ସେହି ଖାତା ରେ ସିଧା ସଳଖ ପାଇବେ । 

ସାରା ଭାରତରେ ଡ଼ିବିଟି ଅଥବା ଖାତା କୁ ସିଧା ପଇସା ଆସିବାରେ ସବୁଠାରୁ ଉତ୍ତମ ଓ ଭଲ ବ୍ୟାଙ୍କ ଇଣ୍ଡିଆ ପୋଷ୍ଟ ପେମେନ୍ତ୍ସ  ବ୍ୟାଙ୍କ । 

ଏହା ସହିତ ଅନେକ ଗରିବ କଲ୍ଯାଣ ଯୋଜୋନା ରେ ସିଧା ସଳଖ ଲାଭ ନିଅନ୍ତୁ  ।